ରାଜଧାନୀରେ ମିଳୁନି ଆଇସିୟୁ‌ ଓ ଭେଣ୍ଟିଲେଟର ଶଯ୍ୟା: ଆଇସିୟୁ ନ ପାଇ ଆକ୍ରାନ୍ତ ମରୁଛନ୍ତି

ଆଇସିୟୁ ଶଯ୍ୟା ହିସାବ ଦେବାକୁ ନାରାଜ ବିଏମସି ଭୁବନେଶ୍ବର: ରାଜଧାନୀରେ ଏବେ ପ୍ରତିଦିନ ହଜାରେରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨୭୩ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କର ପ୍ରାୟ ୮୫% ଗୃହ ସଙ୍ଗରୋଧରେ ଥିଲେ ବି ହଠାତ୍ ଅକ୍ସିଜେନ୍ ମାତ୍ରା କମିଯାଉଥିବାରୁ ବହୁ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। କିନ୍ତୁ ହସ୍ପିଟାଲରେ ଏବେ ଆଇସିୟୁ ଓ ଭେଣ୍ଟିଲେଟର ଶଯ୍ୟା ନାହିଁ। ସବୁ ଭର୍ତ୍ତି ହୋଇଯାଇଛି। ଯେଉଁଥିପାଇଁ … Continue reading ରାଜଧାନୀରେ ମିଳୁନି ଆଇସିୟୁ‌ ଓ ଭେଣ୍ଟିଲେଟର ଶଯ୍ୟା: ଆଇସିୟୁ ନ ପାଇ ଆକ୍ରାନ୍ତ ମରୁଛନ୍ତି